ତିହିଡି ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ନୂତନ ବିଡ଼ିଓ ଭାବେ ଶ୍ରୀ ବସନ୍ତ କୁମାର ସାହାଣୀ ଶୁକ୍ରବାର ଯୋଗଦାନ କରିଛନ୍ତି।ପୂର୍ବରୁ ବିଡ଼ିଓ ଦାୟିତ୍ୱରେ ଥିବା ଶ୍ରୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସେ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ସାହାଣୀ ମୟୁରଭଞ୍ଜ ଜିଲ୍ଲା କୁଲିଅଣା ତହସିଲରେ ତହସିଲଦାର ଓ ପରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟିଆରଓ ଭାବେ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିବାସହ ଜନସାଧାରଣଙ୍କର ପ୍ରିୟଭାଜନ … Continue reading ତିହିଡି ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ